Filters applied: Oriya • Clear filters
Adhyatma Jibanara Abhula Smruti
By:
ଡ. ସୁରେନ୍ଦ୍ର ମହାନ୍ତି
Narrated by:
ସୁବ୍ରତ କୁମାର ପତି
Length:
13 hours 15 minutes
Abridged:
No
ଜୀବନର ଡାଳରେ ଫୁଲ ଫୁଟାଏ ଆଧ୍ୟାତ୍ମିକତା! ମନ ଓ ବିବେକ ମଧ୍ୟରେ ଏହା ସେତୁ ଭଳି କାମ କରେ! ଆତ୍ମବିଶ୍ୱାସ ବଢାଏ! ଜୀବନର ନିଜସ୍ୱ ଉପଲବ୍ଧିକୁ ନେଇ ଡ. ସୁରେନ୍ଦ୍ର ମହାନ୍ତିଙ୍କ ଆଧ୍ୟାତ୍ମିକ ପୁସ୍ତକ 'ଅଧ୍ୟାତ୍ମ ଜୀବନର ଅଭୁଲା ସ୍ମୃତି' ଏକ ବିଚାରଶୀଳ ପୁସ୍ତକ... Read more about Adhyatma Jibanara Abhula Smruti
View audiobook
Krusha
By:
ଆଶିଷ ଗଡ଼ନାୟକ
Narrated by:
ଶକ୍ତି ବରାଳ
Length:
4 hours 25 minutes
Abridged:
No
ଆଶିଷ ଗଡ଼ନାୟକ ସମକାଳୀନ ଓଡ଼ିଆ କଥାସାହିତ୍ୟର ଜଣେ ଅଦମନୀୟ କଥାଶିଳ୍ପୀ । କାରଣ ତାଙ୍କ ଗପଗଢ଼ାର ଛାଞ୍ଚ ଅନ୍ୟ କାହା ସହ ମିଶେନା । ଅତି ସୂକ୍ଷ୍ମ ଓ ସମ୍ବେଦନଶୀଳ ଘଟଣା ବା ଚରିତ୍ରଙ୍କୁ ନେଇ ବର୍ଣ୍ଣନାତ୍ମକ ଶୈଳୀରେ ସେ ଆମ ସମୟର ଯେଉଁ ନିଚ୍ଛକ ଚିତ୍ରପଟ ଆଙ୍କନ୍ତି, ତାହା ବାସ୍ତବିକ ଅନତିକ୍ରମ୍ୟ । ତାଙ୍କ ବହୁଚର୍ଚ୍ଚିତ 'ଭାତ' ସଂକଳନ ପରି 'କ୍ରୁଶ' ମଧ୍ୟ ଏକ ଚମତ୍କାର ଗଳ୍ପ ସଂକଳନ। ଚାଲନ୍ତୁ ଶୁଣିବା ବିଶିଷ୍ଟ ସିନେ ଓ ଟେଲି... Read more about Krusha
View audiobook
Papa Pari Nijara
By:
ପଦ୍ମଜ ପାଳ
Narrated by:
ଅନିତ୍ୟ ମହାନ୍ତି
Length:
3 hours 4 minutes
Abridged:
No
ପାପ ପରି ଯୌନତା ମଧ୍ୟ ଆପଣାର ବିଷୟଟିଏ। ଏଥିରୁ କେହି ନିସ୍ତାର ପାଇ ପାରିନାହାଁନ୍ତି। ହିଂସା, ଦ୍ୱେଷ, ପାପବୋଧ ତଥା ସମସ୍ତ ନକାରାତ୍ମକ ଓ ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ୱେ ମଣିଷ ନିଜ ଇଚ୍ଛାରେ ଜୀବନଟିଏ ବଂଚିବାକୁ ଚାହେଁ। ଏହି ମର୍ମରେ ଶିକ୍ଷିତ ଯୁବକ ସୋମନାଥ ମିଶ୍ର ଓ ଯୁବତୀ ସୁବର୍ଣ୍ଣା ମେହେଟ୍ଟାଙ୍କ ମନସ୍ତତ୍ତ୍ୱର କଥା କହେ 'ପାପପରି ନିଜର'। ସେମାନଙ୍କ ଉଦ୍ଭଟ ଚିନ୍ତାଚେତନା ସାଂପ୍ରତିକ ଯୁବପିଢ଼ିର କାର୍ଯ୍ୟକଳାପର... Read more about Papa Pari Nijara
View audiobook
Ama Samayara Dukha
By:
ପଦ୍ମଜ ପାଳ
Narrated by:
ଅନିତ୍ୟ ମହାନ୍ତି
Length:
2 hours 37 minutes
Abridged:
No
ସାଂପ୍ରତିକ ମଣିଷର ଚିନ୍ତା ଚେତନା, ପରସ୍ପର ମଧ୍ୟରେ ବନ୍ଧୁତା ଥିବା ସତ୍ତ୍ୱେ ସଂପର୍କହୀନତା ପରି ବିଷୟକୁ ନେଇ "ଆମ ସମୟର ଦୁଃଖ" ରଚିତ। ଏହି ଉପନ୍ୟାସରେ ଚାରିବନ୍ଧୁ, ଅଥଚ ସଂପର୍କହୀନ ଚାରୋଟି ମଣିଷ। ପ୍ରକୃତରେ ଏହି ଛଳନାତ୍ମକ ସଂପର୍କ ହିଁ ସାଂପ୍ରତିକ ସମୟର ଦୁଃଖ। ଶୁଣନ୍ତୁ ବିଖ୍ୟାତ କଥାକାର ପଦ୍ମଜ ପାଳଙ୍କ ବହୁଚର୍ଚ୍ଚିତ ଉପନ୍ୟାସ "ଆମ ସମୟର ଦୁଃଖ", ଅନିତ୍ୟ ମହାନ୍ତିଙ୍କ କଣ୍ଠରେ... Read more about Ama Samayara Dukha
View audiobook
Gahwara
By:
ପଦ୍ମଜ ପାଳ
Narrated by:
କରୁଣାକର
Length:
2 hours 21 minutes
Abridged:
No
ପ୍ରେମର ତତ୍ତ୍ୱ ଓ ପ୍ରକାରଭେଦକୁ ନେଇ ଗତିଶୀଳ "ଗହ୍ୱର" ଉପନ୍ୟାସ। ଗୋଟିଏ ସ୍ପର୍ଶକେନ୍ଦ୍ରରେ ବିକାଶ ଜଣେ ବିବାହିତ ତରୁଣୀକୁ ନେଇ ଯେଉଁଭଳି ନିଜ ଭିତରେ ତାର କାୟାକଳ୍ପ ତୋଳିଛି ତାହା ବେଶ ଚମତ୍କାର। ବରିଷ୍ଠ କଥାକାର ପଦ୍ମଜ ପାଳଙ୍କ ରଚିତ ଏହି ସୁଖପାଠ୍ୟ ଉପନ୍ୟାସଟି ଶୁଣନ୍ତୁ କରୁଣାକରଙ୍କ କଣ୍ଠରେ... Read more about Gahwara
View audiobook
Akrant 3/4
By:
ପଦ୍ମଜ ପାଳ
Narrated by:
ଅନିତ୍ୟ ମହାନ୍ତି
Length:
3 hours 15 minutes
Abridged:
No
"ଆକ୍ରାନ୍ତ ୩/୪" କଲେଜ କ୍ୟାମ୍ପସର ଘଟଣାବଳୀକୁ ନେଇ ଏକ ଚମତ୍କାର ଉପନ୍ୟାସ! ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଛାତ୍ର ଆନ୍ଦୋଳନ, ଅଧ୍ୟାପକ ଅଶାନ୍ତି, ସରକାରଙ୍କ ଅଜବ ନୀତିକୁ କେନ୍ଦ୍ରରେ ରଖି ଉପନ୍ୟାସଟି ରଚିତ। ସାଂପ୍ରତିକ କଲେଜର ସ୍ଥିତି, ସରକାରଙ୍କ ଅବହେଳା, ଅଧ୍ୟକ୍ଷଙ୍କୁ କଲେଜ ବାହାରର କାମରେ ନିଯୁକ୍ତ କରାଯିବା ପରି ବିଭିନ୍ନ ବିଷୟ ଦର୍ଶାଯାଇଛି ଏଥିରେ। ରମାକାନ୍ତ ଚୈାଧୁରୀଙ୍କ କୋଚିଂକ୍ଲାସରେ ପଢ଼ୁଥିବା ସ୍ୱାତୀ ପୁହାଣର... Read more about Akrant 3/4
View audiobook
Gandhi Chhakaru Tikie Agaku
By:
ପଦ୍ମଜ ପାଳ
Narrated by:
ଅନିତ୍ୟ ମହାନ୍ତି
Length:
2 hours 34 minutes
Abridged:
No
"ଗାନ୍ଧୀଛକରୁ ଟିକିଏ ଆଗକୁ" ଉପନ୍ୟାସଟି ଓଡ଼ିଆ ସାହିତ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ କୃତି। ବରିଷ୍ଠ କଥାକାର ପଦ୍ମଜ ପାଳଙ୍କର ଏହା ଏକ ଜନପ୍ରିୟ ତଥା ସାମ୍ୟଭାବ ଆଧାରିତ ପୁସ୍ତକ। ଉପନ୍ୟାସରେ ସାଂପ୍ରତିକ କଳୁଷିତ ବାତାବରଣରେ ଗାନ୍ଧୀ ଆଦର୍ଶକୁ ନେଇ ବଂଚୁଥିବା ମଣିଷଙ୍କ ଦୁର୍ଦ୍ଦଶା, ଅସହାୟତାର ଚିତ୍ର ପ୍ରଦଶିତ। ଉପନ୍ୟାସର କଳାକୌଶଳ ଖୁବ ଚମତ୍କାର। ଅନିତ୍ୟ ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ଏହି ବାସ୍ତବବାଦୀ ଉପନ୍ୟାସଟି... Read more about Gandhi Chhakaru Tikie Agaku
View audiobook
Chhai Leutani
By:
ପଦ୍ମଜ ପାଳ
Narrated by:
କରୁଣାକର
Length:
2 hours 12 minutes
Abridged:
No
ନାରୀ ପୁରୁଷ ମଧ୍ୟରେ ଯେଉଁ ଉଚ୍ଚାଟ ଯୌନ ଆକର୍ଷଣ ସୃଷ୍ଟି ହୁଏ ତାହାର ଏକ କଳାତ୍ମକ ଉପସ୍ଥାପନା ହେଉଛି "ଛାଇ ଲେଉଟାଣି" ଉପନ୍ୟାସ। ଓଡ଼ିଆ କଥାସାହିତ୍ୟର ଅନ୍ୟତମ ଦକ୍ଷ ଶିଳ୍ପୀ ପଦ୍ମଜ ପାଳଙ୍କ ରଚିତ ଏହି ଉପନ୍ୟାସରେ ଅଛି ପ୍ରେମର ଆଦିମ ଚିତ୍ର। ବିବାହ ଏକ ଧର୍ମଭିତ୍ତିକ ସମାଜର ଅନୁଷ୍ଠାନ। ଏହା ସାର୍ଥକ ହେଲେ ଯାଇ ଜୀବନ ସୁନ୍ଦର ହୁଏ। ବିବାହର ସଫଳତା ହିଁ ଜୀବନର ସଫଳତା। ଏହାର ବ୍ୟର୍ଥତାରେ ହୁଏ ଜୀବନର ବିପର୍ଯ୍ୟୟ। ମଣିଷ... Read more about Chhai Leutani
View audiobook
Mamughara Chaunri
By:
ପଦ୍ମଜ ପାଳ
Narrated by:
ସୁଧାକର ଦାସ
Length:
2 hours 9 minutes
Abridged:
No
ବିଶିଷ୍ଟ କଥାକାର ପଦ୍ମଜ ପାଳଙ୍କ ବହୁଚର୍ଚ୍ଚିତ ଉପନ୍ୟାସ 'ମାମୁଁଘର ଚଉଁରୀ' ବଦଳି ଯାଉଥିବା ଗ୍ରାମ୍ୟ ପରିବେଶରେ ଏକ ଚାରିପୁରୁଷ ବୁନିଆଦି ଘର କେମିତି ଉଜୁଡି ଯାଉଛି, ସେଇ କଥା ବଖାଣିଛି। ସ୍ୱାର୍ଥ ଓ ଅହଂକାରରେ କବଳିତ ହୋଇ ଶତ୍ରୁ ପ୍ରତିପକ୍ଷ ପାଲଟି ଯାଇଛନ୍ତି। ପରିବାରରେ ସମସ୍ତେ ଆତ୍ମକଳହରେ ମଗ୍ନ। ଏଭଳି ଏକ ବାସ୍ତବବାଦୀ ଉପନ୍ୟାସ ଶୁଣନ୍ତୁ ସୁଧାକର ଦାସଙ୍କ କଣ୍ଠରେ... Read more about Mamughara Chaunri
View audiobook
Stimita Nakshatra
By:
ପ୍ରବୀଣା ମହାନ୍ତି
Narrated by:
ନିଭି
Length:
10 hours 9 minutes
Abridged:
No
ପାରିବାରିକ ମୂଲ୍ୟବୋଧ ଓ ସମ୍ପର୍କକୁ ନେଇ ଚମତ୍କାର କାହାଣୀ ଲେଖୁଥିବା ବିଶିଷ୍ଟ କଥାକାର ପ୍ରବୀଣା ମହାନ୍ତିଙ୍କ "ସ୍ତିମିତ ନକ୍ଷତ୍ର" ତାଙ୍କର ଅନ୍ୟତମ ସଫଳ ଉପନ୍ୟାସ, ଯାହା 'କାଦମ୍ବିନୀ' ପତ୍ରିକାରେ ପ୍ରକାଶ ପାଇଁ ବେଶ ଚର୍ଚ୍ଚା ସାଉଁଟିଥିଲା! ଆମେ ଭୋଗୁଥିବା ସୁଖଦୁଃଖ ଓ ଭାବଅଭାବର ସମ୍ପର୍କ ଭିତରେ ଜୀବନ କେମିତି କଡ଼ ଲେଉଟାଏ, ମୋଡ ବୁଲାଏ, ତାର ଚମତ୍କାର ପରିବେଷଣ ଦେଖିବାକୁ ମିଳେ ଏହି ଉପନ୍ୟାସରେ! ଶୁଣନ୍ତୁ ତେବେ... Read more about Stimita Nakshatra
View audiobook
Syamala Sugandha
By:
ପ୍ରବୀଣା ମହାନ୍ତି
Narrated by:
ବିଜୟଲକ୍ଷ୍ମୀ ପତ୍ରୀ
Length:
3 hours 53 minutes
Abridged:
No
ଲୋକପ୍ରିୟ ମାସିକ 'କଥା' ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇ ଖୁବ ପାଠକୀୟ ଆଦର ସାଉଁଟିଥିବା ବିଶିଷ୍ଟ କଥାକାର ଡ. ପ୍ରବୀଣା ମହାନ୍ତିଙ୍କ ଉପନ୍ୟାସ 'ଶ୍ୟାମଳ ସୁଗନ୍ଧ'ରେ ରହିଛି ଗଭୀର ଜୀବନବୋଧ, ଗତିଶୀଳ କାହାଣୀ ଓ ବିଶ୍ୱସନୀୟ ଚରିତ୍ରଚିତ୍ରଣର ସୁଗୁଣ! ଉଠାପକା ଭିତର ଦେଇ ଗତିକରୁଥିବା ଜୀବନରେ ସମ୍ପର୍କର ଡଙ୍କ କେମିତି ସାମାଜିକତାର ରଂଜା ଦେଇ ଲଟେଇଚାଲିଛି, ତାର ନିଖୁଣ ପରିପ୍ରକାଶ ଘଟିଛି ଏହି ଉପନ୍ୟାସରେ!... Read more about Syamala Sugandha
View audiobook
Swati
By:
ପ୍ରବୀଣା ମହାନ୍ତି
Narrated by:
ସ୍ୱାତୀ ଶ୍ଵେତା ରାଉତ
Length:
2 hours 56 minutes
Abridged:
No
"ମୃତ୍ୟୁଞ୍ଜୟ ସ୍ୱାତୀର ହାତଧରି ବାଟ କଢ଼ାଇ ନେଲେ! ଆଗରେ ଡାକ୍ତର ସୌମ୍ୟକାନ୍ତ, ତାଙ୍କ ପଛରେ ଅବିନାଶ ବାବୁ, ସବୁଠୁ ପଛରେ ମୃତ୍ୟୁଞ୍ଜୟ ଏବଂ ସ୍ୱାତୀ! ବିମାନ ଉପରକୁ ଉଠିଯାଉଥିଲେ ସିଡିରେ ସେମାନେ! ଶେଷ ପାହାଚରେ ଠିଆହୋଇ ମୃତ୍ୟୁଞ୍ଜୟ ସ୍ୱାତୀକୁ କଣ କହିଲେ! ଫେରିପଡ଼ି ଚାହିଁଲା ସ୍ୱାତୀ!" କଣ କହିଲେ ମୃତ୍ୟୁଞ୍ଜୟ? ଜାଣିବାକୁ ଶୁଣନ୍ତୁ ସ୍ୱାତୀଶ୍ଵେତା ରାଉତଙ୍କ କଣ୍ଠରେ ବିଶିଷ୍ଟ ଲେଖିକା ପ୍ରବୀଣା ମହାନ୍ତିଙ୍କ ବହୁପଠିତ... Read more about Swati
View audiobook
Kaniska Kaniska
By:
ଜଗଦୀଶ ମହାନ୍ତି
Narrated by:
ପ୍ରକାଶ ରାଉତ
Length:
6 hours 47 minutes
Abridged:
No
"ତୁ ବଡ ହେଲେ ପଢି ବୁଝିବୁ ମଣିଷ ଜାତିର ନିୟତି, ଅସହାୟତା ଓ ବଞ୍ଚିରହିବାର ସାର୍ଥକତା, ନିରର୍ଥକତା ବିଷୟରେ! ସେତେବେଳେ ନିଶ୍ଚେ ଅନୁଭବ କରିବୁ ଜୀବନଟା କନିଷ୍କ ଭଳି ଖଣ୍ଡିଆ! କନିଷ୍କ ମୂର୍ତ୍ତିରେ ମୁଣ୍ଡଟେ ଯୋଡ଼ିଦେଲେ ତାକୁ କେହି କନିଷ୍କ ବୋଲି କହିବ କି?" ଏମିତି ଭାବେ ନିଜ ପୁଅକୁ ଉତ୍ସର୍ଗ କରାଯାଇଥିବା ଏକ ବହିର ନାମ "କନିଷ୍କ କନିଷ୍କ" ଯାହା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିଲା! ପ୍ରସିଦ୍ଧ ଲେଖକ... Read more about Kaniska Kaniska
View audiobook
Brain Operation
By:
ବିୟତପ୍ରଜ୍ଞା ତ୍ରିପାଠୀ
Narrated by:
ନିଭି
Length:
7 hours 18 minutes
Abridged:
No
ବିୟତପ୍ରଜ୍ଞା ତ୍ରିପାଠୀ ଓଡ଼ିଆ ଗଳ୍ପରଚନାରେ ଜଣେ ବ୍ୟତିକ୍ରମ ଲେଖିକା! କାହାଣୀରେ ସେ ଖୁବ ସ୍ପଷ୍ଟବାଦୀ ଓ ସେଥିପାଇଁ ତାଙ୍କର ଅନେକ ଗପ, ଗପ ପରି ଲାଗେନା, ବରଂ ଲାଗେ ବାସ୍ତବ! ସେମିତି କିଛି ଚମତ୍କାର ଗପ ଶୁଣନ୍ତୁ ଏହି ପୁସ୍ତକରେ! Read more about Brain Operation
View audiobook
Joker
By:
ଦେବ୍ରାଜ ଲେଙ୍କା
Narrated by:
ମୋହନ୍ ମଜୀଠୀଆ
Length:
22 hours
Abridged:
No
ନଈକୂଳର ଛାତିଥରା ପବନ ସହ ପାଦ ବଢ଼ାଏ ବଂଶୀର ସ୍ଵନ! ସେହି ଛିଣ୍ଡାଛିଣ୍ଡା ସ୍ୱରବିତାନର ବି ଥାଏ ଗୋଟେ ଠାଣି! ସେ ଠାଣି ଜଣେ ନାୟକର! ସେ ନାୟକ କିନ୍ତୁ ତଥାକଥିତ ରାଜା, ମନ୍ତ୍ରୀ ବା କଟୁଆଳଙ୍କ ଭଳି ନୁହେଁ, ଏପରିକି ଦରବାରର ଆଲଟଚାମରଧାରୀ ବେତନଭୁକ କର୍ମଚାରୀ ବି ନୁହେଁ! ସେ ଜଣେ ଜୋକର! ସେ ଜୋକର ଦାଦ୍ରା ଶୁଣେ, ବଡେ ଗୁଲାମ ଅଲ୍ଲୀଙ୍କ ଗଜଲ ଆଉ ପରବୀନ ସୁଲତାନଙ୍କ ଠୁମରିରେ ଗପର ରିୟାଜ କରେ! ସେ ଜୋକର ଗୋଟାପଣେ ଦେବ୍ରାଜୀୟ!... Read more about Joker
View audiobook
Pakhala Ekala Sekala
By:
ଦେବ୍ରାଜ ଲେଙ୍କା
Narrated by:
ବିଜୟ ମଲ୍ଲ
Length:
1 hour 11 minutes
Abridged:
No
ଓଡ଼ିଆ କଥାସାହିତ୍ୟରେ ଦେବ୍ରାଜ ଲେଙ୍କା ଏକ ଆଶ୍ଚର୍ଯ୍ୟ, ଏକ ଉପପାଦ୍ୟ, ଯିଏ ନିଜେ ହିଁ ନିଜର ପ୍ରମାଣ ଆଉ ଉଦାହରଣ! ଆମ ବିପନ୍ନ ବିବେକକୁ ସଚେତନ କରିଦେଉଥିବା ଜଣେ ଏକକ ଅର୍କେଷ୍ଟ୍ରା ସେ! ତାଙ୍କ କାହାଣୀରେ ଆମେ ଭେଟୁ ଅନେକ ନିଚ୍ଛକ ଚରିତ୍ରଙ୍କୁ, ଯେଉଁମାନେ ଅବିକଳ ଆମ ଆଖପାଖର ମଣିଷ ପରି! ଆମ ଚଳଣି, ସଂସ୍କୃତି ଓ ଲୋକଜୀବନର ମନଲୋଭା କାହାଣୀକୁ ନେଇ 'ପଖାଳ ଏକାଳ ସେକାଳ'! Read more about Pakhala Ekala Sekala
View audiobook
Nabalaka
By:
ଅଜୟ ସ୍ୱାଇଁ
Narrated by:
ଶରତ ନାୟକ
Length:
1 hour 40 minutes
Abridged:
No
ନାବାଳକ' ଏକ ଉପନ୍ୟାସ ନୁହେଁ, ଇତିହାସ! ଦୁଇ ଦଶନ୍ଧି ତଳର ଓଡ଼ିଆ ଗାଁ ଓ ଯୌଥ ପରିବାରର ଇତିହାସ! ଶୁଣିଲେ ମନେହେବ ଏସବୁ ଆମର ଅଙ୍ଗେନିଭା କାହାଣୀ, ଯେଉଁସବୁ ଅନୁଭବକୁ ଆମେ ହଜେଇଆସିଛୁ ବେଳକୁବେଳ! ଅଜୟ ସ୍ୱାଇଁଙ୍କ 'ନାବାଳକ' ଏକ ବହୁପଠିତ, ବହୁଚର୍ଚ୍ଚିତ ଉପନ୍ୟାସ, ଯାହାକୁ ଏ ଯାନ୍ତ୍ରିକ ଯୁଗର ତରୁଣ ତରୁଣୀମାନେ ବି ଆଗ୍ରହ ସହକାରେ ପଢ଼ନ୍ତି! Read more about Nabalaka
View audiobook
Prapti
By:
ପାରମିତା ଶତପଥୀ
Narrated by:
ନିଭି
Length:
9 hours 38 minutes
Abridged:
No
ନାରୀ କେବେ ଭାବମୟୀ ତ କେବେ କରୁଣାମୟୀ, କେବେ ରହସ୍ୟମୟୀ ତ କେବେ ସନ୍ନ୍ୟାସିନୀ! କେବେ ପ୍ରାଚୁର୍ଯ୍ୟରେ ଅଣନିଶ୍ଵାସୀ ରାଜରାଣୀ ତା କେବେ ଅପ୍ରେମର ଲୁହରେ ବତୁରା ମେଞ୍ଚେ ଦେହ! ନାରୀର ବହୁବିଧ ରୂପ, ଗୁଣ ଓ ସତ୍ତାକୁ ନେଇ କେତୋଟି ନିଖୁଣ କାହାଣୀର ସମାହାର ହେଉଛି 'ପ୍ରାପ୍ତି', ଯାହା କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ସହ ବେଶ ପାଠକୀୟ ଆଦୃତି ଲାଭ କରିଛି! Read more about Prapti
View audiobook
Maya
By:
ଦେବବ୍ରତ ଦାସ
Narrated by:
ପ୍ରକାଶ ରାଉତ
Length:
6 hours 33 minutes
Abridged:
No
ଦେବବ୍ରତଙ୍କ ଗଦ୍ୟଲେଖାର କୌଶଳ ସମକାଳ ଓଡ଼ିଆ ଗଦ୍ୟର ଏକ ନୂଆଦିଗ ବୋଲି କୁହାଯାଉ। ଭୋଗିବା ଓ ଭୋଗିବାକୁ ନେଇ ଲେଖିବା ଦୁଇଟା ଅଲଗା କଥା। କେମିତି? 'ମାୟା' ପଢ଼ିଲେ ଜାଣିହେବ। କଥକତାର ଚାତୁରୀ ଅପେକ୍ଷା ବେଶି ଲକ୍ଷ୍ୟ କରିବେ ଅନୁଭବର ତୀକ୍ଷ୍ଣତା। ବାସ୍ନା ଦେଖଉ ଦେଖଉ ଦିଗ ଦେଖେଇ ଦେବାର କୌଶଳ ଦେବବ୍ରତଙ୍କୁ ଜଣା। ତାଙ୍କ ବୟସର ଖୁବ କମ୍ ଓଡ଼ିଆ ଲେଖକ ଏଇ କଳାକୁ ହାସଲ କରିଛନ୍ତି। ତାଙ୍କ ଲେଖାରେ ଅଛି ଊର୍ଦ୍ଧ୍ୱଉଡ଼ାଣ, ପୁଣି... Read more about Maya
View audiobook
Kandhei
By:
ମୃଣାଳ
Narrated by:
ରଞ୍ଜନ କୁମାର ଧଳ
Length:
3 hours 5 minutes
Abridged:
No
"ସଞ୍ଜବେଳକୁ ଭାରିଜୋର ବର୍ଷା ହେଉଥାଏ! ବିଲେଇଟା ପଶିଆସିଲା ଘରକୁ! ଆମେ ସ୍ୱାମୀ ସ୍ତ୍ରୀ ହେଟ ହେଟ କରି ତାକୁ ତଡ଼ିଲୁ! ବିଲେଇଟି ଗଲାବେଳେ ଥରେ ମୁହଁ ବୁଲେଇ ଆମଆଡ଼କୁ ଚାହିଁଲା! ମୋତେ ଲାଗିଲା: ତାର ନୀଳ ଆଖିର ଚାହାଣୀରେ ଭାରି ଧିକ୍କାର ଥିଲା: କି ମଣିଷ ହେଇଛ, ଏମିତି ବର୍ଷା ବାଦଲ ସଂଜରେ ମୋତେ ଘରୁ ତଡି ଦେଉଛ? ତାପରଠୁ ସେ ବିଲେଇକୁ ଆଉ ମୁଁ କେବେ ଦେଖିନି!" ଏଇ ଅଭିଜ୍ଞତା ନେଇ ବିଶିଷ୍ଟ ଲେଖକ ମୃଣାଳ ଲେଖିବା ଆରମ୍ଭ... Read more about Kandhei
View audiobook
Gopana Kathati Kuha
By:
ଗଙ୍ଗାଧର ବିଶ୍ୱାଳ
Narrated by:
କରୁଣାକର
Length:
3 hours 19 minutes
Abridged:
No
ନାରୀ ଓ ପୁରୁଷ ଭିତରେ କେତେ ଫରକ ଅଥଚ କେତେ ନିବିଡ ସମ୍ପର୍କ! ହାତଗଣତି ଅଳ୍ପ କେତେଜଣ ଅଛନ୍ତି, ଯେଉଁମାନେ ଜଣାପଡନ୍ତିନାହିଁ କି ନଷ୍ଟ ହେଇଯିବାର ଘଟଣାରେ ଜଡିତ ହୁଅନ୍ତି ନାହିଁ! ଅବଶିଷ୍ଟ ଶତକଡା ନବେଭାଗ ପ୍ରେମିକ ନାନାଦି ଅପ୍ରୀତିକର ପରିସ୍ଥିତି ତିଆରି କରନ୍ତି; ଏପରିକି ପ୍ରେମିକା ପ୍ରତି ନିଷ୍ଠୁର ହୋଇ ପ୍ରତିଶୋଧପରାୟଣ ହେଇଯାନ୍ତି!... ଏମିତି ଏକ ରୋମାଣ୍ଟିକ ଥିମକୁ ନେଇ ରଚିତ ଗଂଗାଧର ବିଶ୍ୱାଳଙ୍କ ଏଇ ଉପନ୍ୟାସଟି... Read more about Gopana Kathati Kuha
View audiobook
Katha Charipada
By:
ସୌଭାଗ୍ୟ କୁମାର ମିଶ୍ର
Narrated by:
ସୁଧାକର ଦାସ
Length:
5 hours 55 minutes
Abridged:
No
ଆଧୁନିକ ଓଡ଼ିଆ କବିତାର ଜଣେ ଉଚ୍ଚକୋଟୀର କବି ଭାବେ ଜଣାଶୁଣା ସୌଭାଗ୍ୟ କୁମାର ମିଶ୍ରଙ୍କର ଏକମାତ୍ର ଗଦ୍ୟ ସଂକଳନ ହେଉଛି 'କଥା ଚାରିପଦ', ଯେଉଁଥିରେ ରହିଛି ଚାରିଟି ଚମତ୍କାର ଉପନ୍ୟାସିକା! ଏହାର କାହାଣୀଗୁଡ଼ିକ ଧରାବନ୍ଧା ନୁହେଁ, ବରଂ ସମକାଳୀନ ଧାରାଠାରୁ ସମ୍ପୂର୍ଣ୍ଣ ଅଲଗା! ଶୁଣିଲେ ଗୋଟେ ନୂଆ ସ୍ୱାଦ ତ ନିଶ୍ଚୟ ପାଇବେ ସୁଧାକର ଦାସଙ୍କ କଣ୍ଠରେ... Read more about Katha Charipada
View audiobook
Jean-Paul Sartre
By:
ଶରତ କୁମାର ମହାନ୍ତି
Narrated by:
ସୁବ୍ରତ କୁମାର ପତି
Length:
4 hours 20 minutes
Abridged:
No
ଗୂଢ ଦର୍ଶନକୁ ସରଳ ଭାଷାରେ ଉପସ୍ଥାପନା କରିବାରେ ଶରତ କୁମାର ମହାନ୍ତି ଜଣେ ଦକ୍ଷ ଗଦ୍ୟକାର! ବିଶ୍ୱର ବଡ଼ବଡ଼ ଦାର୍ଶନିକଙ୍କୁ ଓଡ଼ିଆଙ୍କ ଆଗରେ ଉପସ୍ଥାପନ କରିବାରେ ତାଙ୍କର ସମକକ୍ଷ କେହି ନାହାନ୍ତି! ଏହି କ୍ରମରେ 'ଜାଁ ପଲ୍ ସାର୍ତ' ବହିଟି ଉଲ୍ଲେଖନୀୟ! ନୋବେଲ ପୁରସ୍କାର ପ୍ରତ୍ୟାଖ୍ୟାନ କରିଥିବା ବିଶ୍ୱପ୍ରସିଦ୍ଧ ଦାର୍ଶନିକ ଜାଁ ପଲ୍ ସାର୍ତଙ୍କ ଦର୍ଶନ, ବିରଳ ବ୍ୟକ୍ତିତ୍ୱ ଓ ଜୀବନକୁ ଚିହ୍ନି ଚିହ୍ନେଇଥିବା ଶରତ କୁମାର... Read more about Jean-Paul Sartre
View audiobook
Prachina Sabhyata Kahani - Greece
By:
ଶରତ କୁମାର ମହାନ୍ତି
Narrated by:
ସୁବ୍ରତ କୁମାର ପତି
Length:
12 hours 55 minutes
Abridged:
No
ବିଶ୍ୱର ପ୍ରମୁଖ ପ୍ରାଚୀନ ସଭ୍ୟତା ବିଷୟରେ ଓଡ଼ିଆଙ୍କୁ ପରିଚିତ ଓ ଶିକ୍ଷିତ କରିବା ଦିଗରେ ବିଶିଷ୍ଟ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ଭୂମିକା ଉଲ୍ଲେଖନୀୟ! ଏହି କ୍ରମରେ ସେ ଅନେକ ଛୋଟଛୋଟ ନଗରରାଷ୍ଟ୍ରଙ୍କୁ ନେଇ ଗଠିତ ପ୍ରାଚୀନ ଗ୍ରୀସକୁ ନେଇ ଏହି ତଥ୍ୟଭିତ୍ତିକ ପୁସ୍ତକଟି ରଚନା କରିଛନ୍ତି! ଏହି ଗ୍ରୀସରେ ହିଁ ଜନ୍ମ ନେଇଥିଲେ ମହାକବି ହୋମର, ଯାହାଙ୍କ ମହାକାବ୍ୟ ସାରା ବିଶ୍ୱକୁ ପ୍ରଭାବିତ କରିଥିଲା! ଏହି ଗ୍ରୀସରେ... Read more about Prachina Sabhyata Kahani - Greece
View audiobook
Start gifting
Libro.fm for Business
Start a membership, get two free audiobooks